‘ଅର୍ବାନ ଜୋକର’ ରାହୁଲ ଗାନ୍ଧୀ || ‘Urban Joker’ Rahul Gandhi

ଭାରତୀୟ ଗଣତନ୍ତ୍ରର ଇତିହାସରେ ବିରୋଧୀ ଦଳ ନେତା ପଦର ଏକ ସ୍ୱତନ୍ତ୍ର ଗାରିମା ରହିଛି। ସଂସଦ ଭିତରେ ଶାସକ ଦଳକୁ ପ୍ରଶ୍ନ କରିବା ଏବଂ ଗଠନମୂଳକ ଆଲୋଚନା ମାଧ୍ୟମରେ ଦେଶର ନୀତି ନିର୍ଦ୍ଧାରଣରେ ସହାୟକ ହେବା ଏହି ପଦର ମୁଖ୍ୟ ଉଦ୍ଦେଶ୍ୟ। ଅତୀତରେ ଆମେ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପାୟୀଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ବିରୋଧୀ ଦଳ ଆସନରେ ବସିବାର ଦେଖିଛୁ। ସେମାନଙ୍କ ଶାଣିତ ଯୁକ୍ତି ଓ ବୌଦ୍ଧିକ ଗାମ୍ଭୀର୍ଯ୍ୟ ସଂସଦର ମର୍ଯ୍ୟାଦାକୁ … Continue reading ‘ଅର୍ବାନ ଜୋକର’ ରାହୁଲ ଗାନ୍ଧୀ || ‘Urban Joker’ Rahul Gandhi