ଅମାନିଆ ସାଂସଦ, ପାଣିରେ ପଡ଼ିଲା ୨୫୦ କୋଟି || Unrully MP, 250 crores fell into the water

ଆଜି ଆମେ ଆଲୋଚନା କରିବାକୁ ଯାଉଛୁ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ଯାହାକୁ ଦେଖିଲେ ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ମନରେ କ୍ଷୋଭ ଏବଂ ଆଶ୍ଚର୍ଯ୍ୟ ସୃଷ୍ଟି ହୁଏ। ଆପଣ କଥା ହେଉ ହେଉ ଗୋଟିଏ ମିନିଟ୍ ବିତିଗଲା ଏବଂ ସେତିକି ସମୟ ମଧ୍ୟରେ ଦେଶର ୨.୫ ଲକ୍ଷରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଛି। ବିଭିନ୍ନ ସଂସଦୀୟ ରିପୋର୍ଟ ଏବଂ ସରକାରୀ ତଥ୍ୟ ଅନୁସାରେ, ସଂସଦର ଉଭୟ ସଦନ ଚଳାଇବା ପାଇଁ ପ୍ରତି ମିନିଟରେ ପ୍ରାୟ ୨.୫ … Continue reading ଅମାନିଆ ସାଂସଦ, ପାଣିରେ ପଡ଼ିଲା ୨୫୦ କୋଟି || Unrully MP, 250 crores fell into the water