ଆଜି ହେଉଛି ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ। ଏହି ଅବସରରେ ଆମେ ତାଙ୍କୁ ମନେପକାଇବାକୁ ଚେଷ୍ଠା କରିବା। ବିଜୁ ପଟ୍ଟନାୟକ କାହାର ବୋଲି ଏହି ଅବସରରେ ତାଙ୍କ ପୁତ୍ର ଓ ବିଜୁ ପଟ୍ଟନାୟକଙ୍କ ଅନୁଗତମାନଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି। ଓଡ଼ିଶାର ରାଜନୈତିକ ଭୂଗୋଳରେ ‘ପଟ୍ଟନାୟକ’ ଶବ୍ଦଟି କେବଳ ଏକ ଉପନାମ ନୁହେଁ, ବରଂ ଏହା ଗତ ୬୦ ବର୍ଷର ଇତିହାସକୁ ନିୟନ୍ତ୍ରଣ କରିଆସୁଥିବା ଏକ ଶକ୍ତିଶାଳୀ ବ୍ରାଣ୍ଡ୍। ଏହି … Continue reading ଓଡ଼ିଶା ରାଜନୀତିର ଦୁଇ ବିପରୀତ ମଡେଲ୍-ସ୍ୱାଭିମାନର ବିପ୍ଳବୀ ବନାମ ଅମଲାତାନ୍ତ୍ରିକ ପ୍ରଶାସକ || Two contrasting models of Odisha politics
Copy and paste this URL into your WordPress site to embed
Copy and paste this code into your site to embed