ସିଜିମାଳିର ସତ: ବିର୍ଲା-ବିଜେଡି ଓ ତଥାକଥିତ ବୁଦ୍ଧିଜୀବୀ || Truth in the Sijimali: Birla-BJD and the so-called intellectuals

ସିଜିମାଳି ଖଣି ପ୍ରକଳ୍ପକୁ ନେଇ ବଢ଼ୁଛି ବିବାଦ: କର୍ପୋରେଟ୍ ପ୍ରତିସ୍ପର୍ଧା ନା ଜନଆନ୍ଦୋଳନ? ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ସୀମାରେ ଅବସ୍ଥିତ ସିଜିମାଳି ପାହାଡ଼କୁ ନେଇ ଏବେ ରାଜ୍ୟ ରାଜନୀତି ଓ ଶିଳ୍ପ ମହଳରେ ଚର୍ଚ୍ଚା ତୀବ୍ର ହୋଇଛି। ପ୍ରସ୍ତାବିତ ବକ୍ସାଇଟ୍ ଖଣି ପ୍ରକଳ୍ପ ବିରୋଧରେ ସ୍ଥାନୀୟ ଆଦିବାସୀଙ୍କ ଆନ୍ଦୋଳନ ଏବେ କେବଳ ପରିବେଶ କିମ୍ବା ବିସ୍ଥାପନ ପ୍ରସଙ୍ଗରେ ସୀମିତ ରହିନାହିଁ; ବରଂ ଏହା ପଛରେ ବଡ଼ କର୍ପୋରେଟ୍ ସ୍ୱାର୍ଥ ଏବଂ ରାଜନୈତିକ ସମୀକରଣ ଥିବା ନେଇ … Continue reading ସିଜିମାଳିର ସତ: ବିର୍ଲା-ବିଜେଡି ଓ ତଥାକଥିତ ବୁଦ୍ଧିଜୀବୀ || Truth in the Sijimali: Birla-BJD and the so-called intellectuals