ଭାରତୀୟ ଗଣତନ୍ତ୍ର ଇତିହାସର ସବୁଠାରୁ କଳା ଏବଂ ବିବାଦୀୟ ଅଧ୍ୟାୟ ‘ଜାତୀୟ ଜରୁରୀକାଳୀନ ପରିସ୍ଥିତି’ ବା ଏମରଜେନ୍ସି ଘୋଷଣାକୁ ୫୦ ବର୍ଷ ପୂରିଛି। ୧୯୭୫ ମସିହା ଜୁନ୍ ୨୫ ତାରିଖ ବିଳମ୍ବିତ ରାତିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସୁପାରିଶକ୍ରମେ ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା, ଯାହା ଦୀର୍ଘ ୨୧ ମାସ ଧରି ଚାଲିଥିଲା। ତେବେ ଏହି ସମୟ ଗୁଡିକରେ କିପରି ଥିଲା ସାମାଜିକ, ରାଜନୈତିକ ଏବଂ ପ୍ରଶାସନିକ ଦମନଲୀଳାର ଭୟାବହ ? କଣ … Continue reading ଭାରତୀୟ ଗଣତନ୍ତ୍ରର ସେହି କଳା ଅଧ୍ୟାୟକୁ ଆଜି ୫୦ବର୍ଷ ; ଯେବେ ‘ଏମରଜେନ୍ସି’ ର ଚକତଳେ ପେଶି ହୋଇଥିଲା ଦେଶ || Today marks 50 years since that dark chapter of Indian democracy; when the country was plunged into the clutches of the ‘Emergency’.
Copy and paste this URL into your WordPress site to embed
Copy and paste this code into your site to embed