ଶିମିଳିପାଳରେ ସମ୍ପୂର୍ଣ୍ଣ ମୁକ୍ତ ହେବ ବାଘୁଣୀ ‘ଜିନତ୍’: ଖୋଲାଯିବ ରେଡିଓ କଲାର୍, ୪ ଶାବକଙ୍କ ସହ ଗଢ଼ିଛି ନିଜ ରାଜୁତି || Tiger ‘Zeenat’ to be released in Shimla: Radio collar to be removed, she has built her own kingdom with 4 cubs

ଓଡ଼ିଶାର ପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ରେ ବାଘ ବଂଶବୃଦ୍ଧି ଓ ସଂରକ୍ଷଣ ଅଭିଯାନରେ ଏକ ଐତିହାସିକ ସଫଳତା ମିଳିଛି। ମହାରାଷ୍ଟ୍ରର ତାଡୋବା ଅଭୟାରଣ୍ୟରୁ ଅଣାଯାଇଥିବା ରୟାଲ୍ ବେଙ୍ଗଲ୍ ବାଘୁଣୀ ‘ଜିନତ୍’ ଶିମିଳିପାଳର ପ୍ରାକୃତିକ ପରିବେଶ ସହ ସମ୍ପୂର୍ଣ୍ଣ ଖାପଖୁଆଇ ନେବା ସହ ୪ଟି ଶାବକଙ୍କୁ ଜନ୍ମ ଦେଇ ନିଜର ସ୍ଥାୟୀ ସାମ୍ରାଜ୍ୟ ଗଢ଼ିତୋଳିଛି। ବାଘ ସ୍ଥାନାନ୍ତରଣ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ସମ୍ପୂର୍ଣ୍ଣ ସଫଳ ହୋଇଥିବାରୁ ବନ ବିଭାଗ ପକ୍ଷରୁ ଜିନତ୍ ବେକରୁ ‘ରେଡିଓ କଲାର୍’ ହଟାଇବାକୁ … Continue reading ଶିମିଳିପାଳରେ ସମ୍ପୂର୍ଣ୍ଣ ମୁକ୍ତ ହେବ ବାଘୁଣୀ ‘ଜିନତ୍’: ଖୋଲାଯିବ ରେଡିଓ କଲାର୍, ୪ ଶାବକଙ୍କ ସହ ଗଢ଼ିଛି ନିଜ ରାଜୁତି || Tiger ‘Zeenat’ to be released in Shimla: Radio collar to be removed, she has built her own kingdom with 4 cubs