ପିଓଜେକେରେ ନରସଂହାର; ଗାୟବ ହେଉଛନ୍ତି ହଜାର ହଜାର କାଶ୍ମୀରୀ! || Thousands of Kashmiris are missing due to the massacre in PoK!

ଯେଉଁ କାଶ୍ମୀରକୁ ପାକିସ୍ତାନ ଦଶନ୍ଧି ଦଶନ୍ଧି ଧରି ନିଜର ଜୀବନନାଡ଼ି ବୋଲି କହି ବିଶ୍ୱ ଆଗରେ ଡିଣ୍ଡିମ ପିଟୁଥିଲା, ଯେଉଁ କାଶ୍ମୀରୀଙ୍କ ନାମରେ ପାକିସ୍ତାନ ସେନା ନିଜ ଦେଶର ଜନତାଙ୍କୁ ଭ୍ରମରେ ରଖି ଆରବ ଆରବ ଡଲାର ଲୁଟି ଚାଲିଥିଲା, ଆଜି ସେହି ‘ ଜୀବନନାଡ଼ି ‘ ଉପରେ ପାକିସ୍ତାନ ସେନା ନିଜେ ନିର୍ଦ୍ଦୟ ଭାବେ ଛୁରୀ ଚଳାଉଛି! ପାକିସ୍ତାନ ଦଖଲରେ ଥିବା କାଶ୍ମୀର— ଯାହାକୁ ଆମେ ପିଓଜେକେ ବୋଲି କହୁ, ସେଠାରେ ବର୍ତ୍ତମାନ ସ୍ଥିତି ଏତେ … Continue reading ପିଓଜେକେରେ ନରସଂହାର; ଗାୟବ ହେଉଛନ୍ତି ହଜାର ହଜାର କାଶ୍ମୀରୀ! || Thousands of Kashmiris are missing due to the massacre in PoK!