Vastu Tips: ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ମାତା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଅନେକ ଜିନିଷ ପ୍ରତି ସଚେତନ ରହିବାକୁ ପଡ଼ିବ । ଏହାପରେ ଲକ୍ଷ୍ମୀ ମାତାଙ୍କର କୃପା ବର୍ତ୍ତିତ ରହିବ।
ମାତା ଲକ୍ଷ୍ମୀଙ୍କର ବାସ ଯେଉଁ ଘରରେ ହୁଏ ସେହି ଘରେ ସୁଖ, ସମୃଦ୍ଧିର ବାସ ହୁଏ। କିନ୍ତୁ ଯଦି କାହାର ଘରେ ବାସ୍ତୁ ଦୋଷ ରହିଥାଏ ତେବେ ସେହି ଘରେ ଲକ୍ଷ୍ମୀଙ୍କର ବାସ ହୋଇ ନଥାଏ ।
ଲକ୍ଷ୍ମୀ ମାଆଙ୍କର ବାସ ସେହି ଘରରେ ହୁଏ ଯେଉଁ ଘର ସବୁବେଳେ ସଫା ରହିଥାଏ । ସେହିପରି, ଯଦି ଆପଣ ମା ଲକ୍ଷ୍ମୀଙ୍କର କୃପା ଚାହାଁନ୍ତି ନିଜ ଘରକୁ ସଫା ରଖନ୍ତୁ।
ଯେଉଁ ଘରରେ ଅଳିଆ ଏବଂ ଅସ୍ୱଚ୍ଛତା ରହିଥାଏ ସେହି ଘରରେ ଲକ୍ଷ୍ମୀ ଆସି ନଥାନ୍ତି । ଏହି କାରଣରୁ ଲକ୍ଷ୍ମୀ ରାଗି ଯାଇଥାନ୍ତି ।
ଛାଡୁକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମଣ୍ୟତା ମିଳିଛି। ଯେଉଁ ଘରରେ ଛାଡୁର ଅପମାନ ହୁଏ ସେଠାରେ ଲକ୍ଷ୍ମୀ ରୁହନ୍ତି ନାହିଁ ।
ସେଥିପାଇଁ ଲକ୍ଷ୍ମୀ ମାଙ୍କର କୃପା ଚାହୁଁଥିଲେ ଝାଡୁ ଓ ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ । ନହେଲେ ଜୀବନରେ ଧନର ଅଭାବର ସମସ୍ୟା ହୋଇପାରେ ।
ଏହି ବାସ୍ତୁ ଦୋଷରେ କାରଣରୁ ମା ଲକ୍ଷ୍ମୀ ରହନ୍ତି ନାହିଁ । ବାସ୍ତୁରେ ପ୍ରତ୍ୟେକ ଜିନିଷର ସୁଖୀ, ସମ୍ପନ୍ନତା ଏବଂ ଐଶ୍ୱର୍ୟ ପାଇଁ ଏହି ନିୟମସମୂହର ଅନୁସରଣ କରିବା ଆବଶ୍ୟକ।
ALSO READ: https://purvapaksa.com/shani-dev-sade-satai-kumbh-meen-mesh-singh-dhaiya-2025/