ମିଛ ନାଟକର ଖଳନାୟକ! || The villain of the lie drama!
ଓଡ଼ିଶା ରାଜନୀତିରେ ଯେତେବେଳେ ଚର୍ଚ୍ଚା ଥମିଯାଇଛି ବୋଲି ଲୋକମାନେ ଭାବନ୍ତି, ସେତେବେଳେ ପଛପଟୁ ଏମିତି ଏକ ଖବର ଆସେ, ଯାହା ପୂରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରେ। ଓଡ଼ିଶାର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତଥା ବିଜୁ ଜନତା ଦଳର ତଥାକଥିତ ବିଜେଡିର ଆତ୍ମଘୋଷିତ ସନ୍ୟାସୀ ତଥା ଓଡ଼ିଶାରେ ନେତା ହେବା ପାଇଁ ଆସ୍ପର୍ଦ୍ଧା ରଖିଥିବା ତାମିଲନାଡ଼ୁ ନିବାସୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଚାରିପାଖରେ ଘୂରି ବୁଲୁଛି। ନିକଟରେ ଆପଣମାନେ ସମସ୍ତେ ଗୋଟିଏ ଘଟଣା ବାବଦରେ ବହୁତ ଭଲ … Continue reading ମିଛ ନାଟକର ଖଳନାୟକ! || The villain of the lie drama!
Copy and paste this URL into your WordPress site to embed
Copy and paste this code into your site to embed