ଦ୍ରୁତ ଗତିରେ ଖସିଲା ‘ଟଙ୍କା’ ର ମୂଲ୍ୟ : ବିଦେଶୀ ନିବେଶକ ବିକିଲେ ୧୦ ବଡ଼ ଭାରତୀୟ କମ୍ପାନୀଙ୍କ ସେୟାର || The value of ‘money’ fell rapidly: Foreign investors sold shares of 10 major Indian companies

ବିଦେଶୀ ନିବେଶକ ବିକୁଛନ୍ତି ଭାରତୀୟ ଶେୟାର । କିଛି ମାସ ଧରି ଦେଶ ଭିତରେ ପ୍ରବଳ ବିକ୍ରୟ ଚାଲିଛି ଭାରତୀୟ କମ୍ପାନୀ ମାନଙ୍କର ଶେୟର । ୨୦୨୪ ଶେଷ ପରଠାରୁ, ସେମାନେ ଭାରତରୁ ମୋଟ ୫୩ ବିଲିୟନ ଡ଼ଲାର ପ୍ରତ୍ୟାହାର କରିଛନ୍ତି । ଫଳସ୍ୱରୂପ, କ୍ରମାଗତ ଭାବେ ହ୍ରାସ ପାଉଛି ଟଙ୍କାର ମୂଲ୍ୟ । MSCI ଇଣ୍ଡିଆ ସୂଚକାଙ୍କ ସେପ୍ଟେମ୍ବର ୨୦୨୪ ରୁ ୨୦୨୬ ମଧ୍ୟରେ ପ୍ରାୟ ୮% ହ୍ରାସ ପାଇଛି । ଏହି ସମୟ ମଧ୍ୟରେ, … Continue reading ଦ୍ରୁତ ଗତିରେ ଖସିଲା ‘ଟଙ୍କା’ ର ମୂଲ୍ୟ : ବିଦେଶୀ ନିବେଶକ ବିକିଲେ ୧୦ ବଡ଼ ଭାରତୀୟ କମ୍ପାନୀଙ୍କ ସେୟାର || The value of ‘money’ fell rapidly: Foreign investors sold shares of 10 major Indian companies