ଓଡ଼ିଶା ରାଜନୀତିର ଗୁପ୍ତ ରହସ୍ୟ ବିଜେଡି ସୁରକ୍ଷାରେ ବିଜେପି! || The secret of Odisha politics BJD is protecting BJP!

ଓଡ଼ିଶାରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟିର ଡବଲ ଇଞ୍ଜିନ ସରକାର ଗଠନ ହୋଇ ସାରିଛି। ବିଜେପି ନେତାମାନେ ବିଜୟ ଉତ୍ସବ ଦୁଇ ବର୍ଷ ହେଲା ମନାଉଛନ୍ତି। କିନ୍ତୁ ଆଜି ବି ଓଡ଼ିଶା ଆକାଶରୁ ଗୋଟିଏ ବଡ଼ ପ୍ରଶ୍ନର କଳାବାଦଲ ହଟୁନାହିଁ। ସେହି ଚର୍ଚ୍ଚା, ସେହି ସନ୍ଦେହ ହେଉଛି—ବିଜେପି ଏବଂ ବିଜେଡି ଅର୍ଥାତ୍ ବିଜୁ ଜନତା ଦଳ ମଧ୍ୟରେ କଣ ଏବେ ବି ଏକ ଅଘୋଷିତ, ଅଦୃଶ୍ୟ ମେଣ୍ଟ ଚାଲିଛି? କଣ ଉଭୟ ଦଳ ଏବେ … Continue reading ଓଡ଼ିଶା ରାଜନୀତିର ଗୁପ୍ତ ରହସ୍ୟ ବିଜେଡି ସୁରକ୍ଷାରେ ବିଜେପି! || The secret of Odisha politics BJD is protecting BJP!