‘ବିଦ୍ରୋହ’ର ମହାସମର || The rebel MLAs threw away the show-cause notice of the party’s chief whip.

ଓଡ଼ିଶା ରାଜନୀତିର ଦୁର୍ଗ କୁହାଯାଉଥିବା ବିଜୁ ଜନତା ଦଳ (ବିଜେଡି) ଏବେ ଏକ ଅଭାବନୀୟ ତଥା ଐତିହାସିକ ସାମ୍ବିଧାନିକ ସଙ୍କଟ ଦେଇ ଗତି କରୁଛି। ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂକୁ ନେଇ ଦଳ ଯେଉଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଗୋଟି ଚାଳନା କରିଥିଲା, ତାହା ଏବେ ଓଲଟା ଦଳୀୟ ନେତୃତ୍ୱଙ୍କୁ ଅଡ଼ୁଆରେ ପକାଇଛି। ଦଳର ମୁଖ୍ୟ ସଚେତକଙ୍କ କାରଣଦର୍ଶାଅ ନୋଟିସକୁ ବାଏଁ ବାଏଁ ଉଡ଼ାଇ ଦେବା ସହ ବିଦ୍ରୋହୀ ବିଧାୟକମାନେ ଯେଉଁ ଢଙ୍ଗରେ ପାଲଟା ଜବାବ ରଖିଛନ୍ତି, ତାହା କେବଳ … Continue reading ‘ବିଦ୍ରୋହ’ର ମହାସମର || The rebel MLAs threw away the show-cause notice of the party’s chief whip.