UNSC ରେ ଭାରତକୁ ବିରୋଧ କରୁଛି ରହସ୍ୟମୟ ‘କଫି କ୍ଲବ୍’ || The mysterious ‘Coffee Club’ is opposing India at the UNSC.

ବିଶ୍ୱ ରାଜନୀତିର ସବୁଠାରୁ ବଡ଼ କୂଟନୈତିକ ଖେଳ। ଜାତିସଂଘ ସୁରକ୍ଷା ପରିଷଦ ବା UNSCରେ ଭାରତକୁ ସ୍ଥାୟୀ ସଦସ୍ୟତା ମିଳିବା କଥା ଯେତେବେଳେ ବି ଆସେ, ସେତେବେଳେ କିଛି ଦେଶଙ୍କ ପେଟରେ ମୋଚ୍ ଆସିବାକୁ ଲାଗେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏଥିପାଇଁ ପାକିସ୍ତାନ ସହିତ ଆଉ କିଛି ଦେଶ ମିଶି ଗୋଟିଏ ଗୁପ୍ତ କ୍ଲବ୍ ଚଳାଉଛନ୍ତି, ଯାହାର ନାମ ହେଉଛି— ‘କଫି କ୍ଲବ୍’ ବା ‘ୟୁନାଇଟିଂ ଫର୍ କନସେନ୍ସସ’। ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ର, … Continue reading UNSC ରେ ଭାରତକୁ ବିରୋଧ କରୁଛି ରହସ୍ୟମୟ ‘କଫି କ୍ଲବ୍’ || The mysterious ‘Coffee Club’ is opposing India at the UNSC.