ଯେ କୌଣସି ସଭ୍ୟସମାଜର ଶିକ୍ଷା ହେଉଛି ମୂଳ ଅଧିକାର। କିନ୍ତୁ ଯେତେବେଳେ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ମୃତ୍ୟୁମାଲାର ଶିକାର ହେଉଛନ୍ତି, ଭୟରେ ନିଜ ଅଭିଯୋଗ କହିପାରୁନାହାନ୍ତି। ଏଭଳି ଅଭିଯୋଗର ଅଭିଯୁକ୍ତ ଭାବରେ ସାମ୍ନାକୁ ଆସିଛି ରାଜ୍ୟର ଏକ ବହୁ ଚର୍ଚ୍ଚିତ କିଟ୍ ବିଶ୍ୱବିଦ୍ୟାଳୟ। କିଟ୍ ବିଶ୍ୱବିଦ୍ୟାଳୟକୁ ରାଜ୍ୟର ମନ୍ତ୍ରିମଣ୍ଡଳ ଓ ରାଜ୍ୟପାଳଙ୍କ ସକ୍ରିୟ ଗସ୍ତ କାର୍ଯ୍ୟକ୍ରମ ଦେଖାଯାଏ- ଶିକ୍ଷା ବ୍ୟବସ୍ଥାରେ ଯେତେ ସମସ୍ୟା ଥିଲେ ବି ଭୟ କାହାକୁ। ଏହା ହେଉଛି ରାଜ୍ୟ ପ୍ରଶାସନର ପ୍ରାମାଣିକତା, ପାରଦର୍ଶିତା ଓ … Continue reading “The love for KIIT will be the downfall Mohan government ।। ମନ୍ତ୍ରୀ ଓ ରାଜ୍ୟପାଳଙ୍କ କିଟ୍ ପ୍ରେମ, ମୋହନ ସରକାରକୁ କାଳ
Copy and paste this URL into your WordPress site to embed
Copy and paste this code into your site to embed