ସଭ୍ୟତାର ମହାସଂଗ୍ରାମ; ପର୍ସିଆ ବନାମ ପାଶ୍ଚାତ୍ୟ – ୨୫୦୦ ବର୍ଷର ରକ୍ତାକ୍ତ ଇତିହାସ || The Great Clash of Civilizations; Persia vs. the West – 2,500 Years of Bloody History

ବିଶ୍ୱ ରାଜନୀତିର ପେଣ୍ଠଶାଳ କୁହାଯାଉଥିବା ପଶ୍ଚିମ ଏସିଆ ଆଜି ପୁଣିଥରେ ଏକ ବଡ଼ ଧରଣର ଯୁଦ୍ଧର ସମ୍ମୁଖୀନ। କିନ୍ତୁ ଏହି ସଂଘର୍ଷ କେବଳ ଆଜିର ପରମାଣୁ ବୋମା କିମ୍ବା ତେଲ ପାଇଁ ନୁହେଁ। ଏହା ହେଉଛି ଦୁଇଟି ଶକ୍ତିଶାଳୀ ଚିନ୍ତାଧାରା ଏବଂ ସଭ୍ୟତାର ଲଢ଼େଇ, ଯାହାର ମୂଳ ପ୍ରାୟ ୨୫୨୭ ବର୍ଷ ତଳେ ପୋତାଯାଇଥିଲା। ଆଜିର ଇରାନ ଏବଂ ଆମେରିକା ନେତୃତ୍ୱାଧୀନ ପାଶ୍ଚାତ୍ୟ ଶକ୍ତିମାନଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ପ୍ରକୃତରେ ପ୍ରାଚୀନ ପର୍ସିଆ ଏବଂ ଗ୍ରୀସ୍-ରୋମାନ୍ ସାମ୍ରାଜ୍ୟ … Continue reading ସଭ୍ୟତାର ମହାସଂଗ୍ରାମ; ପର୍ସିଆ ବନାମ ପାଶ୍ଚାତ୍ୟ – ୨୫୦୦ ବର୍ଷର ରକ୍ତାକ୍ତ ଇତିହାସ || The Great Clash of Civilizations; Persia vs. the West – 2,500 Years of Bloody History