ଆତ୍ମନିର୍ଭର ଭାରତର ଯୁଦ୍ଧ ଅବତାର! || The fighting avatar of self-reliant India!

ଆଜିର ଯୁଦ୍ଧ କେବଳ ପାରମ୍ପରିକ ତୋପ, ଟ୍ୟାଙ୍କ୍ କିମ୍ବା ବନ୍ଧୁକରେ ଲଢ଼ା ଯାଉନାହିଁ। ବିଂଶ ଶତାବ୍ଦୀର ଯୁଦ୍ଧ କୌଶଳ ଆଜି ଏକବିଂଶ ଶତାବ୍ଦୀରେ ସମ୍ପୂର୍ଣ୍ଣ ବଦଳି ଯାଇଛି। ଋଷ-ୟୁକ୍ରେନ ଯୁଦ୍ଧ ହେଉ, ମଧ୍ୟପ୍ରାଚ୍ୟରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ହେଉ, କିମ୍ବା ଇରାନ ଏବଂ ଆମେରିକା ମଧ୍ୟରେ ଲାଗିରହିଥିବା ଉତ୍ତେଜନା—ପ୍ରତ୍ୟେକ ଯୁଦ୍ଧକ୍ଷେତ୍ରରୁ ଗୋଟିଏ କଥା ସ୍ପଷ୍ଟ ପ୍ରମାଣିତ ହୋଇଛି: ଆଗାମୀ ଭବିଷ୍ୟତର ଯୁଦ୍ଧ ଡ୍ରୋନ୍, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏବଂ ସ୍ୱୟଂଚାଳିତ ଘାତକ ଅସ୍ତ୍ରଶସ୍ତ୍ର ଉପରେ ନିର୍ଭର କରିବ। ଭାରତ … Continue reading ଆତ୍ମନିର୍ଭର ଭାରତର ଯୁଦ୍ଧ ଅବତାର! || The fighting avatar of self-reliant India!