ସୁପ୍ରିମକୋର୍ଟଙ୍କ ଗୋଟିଏ ନିଷ୍ପତ୍ତିରେ ଚିତ୍-ପଟାଙ୍ଗ ସମଗ୍ର ବିରୋଧୀ ! || The entire opposition is shocked by a single Supreme Court decision!

ଭାରତୀୟ ସମ୍ବିଧାନ, ଗଣତନ୍ତ୍ର ଏବଂ ନିର୍ବାଚନ ପ୍ରକ୍ରିୟାକୁ ନେଇ ଆଜି ଦେଶର ସର୍ବୋଚ୍ଚ ଅଦାଲତ ଅର୍ଥାତ୍ ସୁପ୍ରିମକୋର୍ଟ ଏକ ଐତିହାସିକ ତଥା ଯୁଗାନ୍ତକାରୀ ରାୟ ଶୁଣାଇଛନ୍ତି। ଆଉ ଏହି ଗୋଟିଏ ରାୟରେ ସାରାଦେଶର ବିରୋଧୀ ମେଣ୍ଟ ଚାରିଆଡ଼ୁ ଚିତ୍-ପଟାଙ୍ଗ ବା ଧୂଳିସାତ ହୋଇଯାଇଛି। ଭୋଟର ତାଲିକାର ସ୍ୱତନ୍ତ୍ର ଶୁଦ୍ଧିକରଣ ଅଭିଯାନ— ଯାହାକୁ ‘ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ’ ବା ଏସଆଇଆର (Special Intensive Revision) କୁହାଯାଏ, ତା’ ଉପରେ ସୁପ୍ରିମକୋର୍ଟ ଆଜି ସମ୍ପୂର୍ଣ୍ଣ ବୈଧତାର ମୋହର ମାରିଛନ୍ତି। ସୁପ୍ରିମକୋର୍ଟଙ୍କ … Continue reading ସୁପ୍ରିମକୋର୍ଟଙ୍କ ଗୋଟିଏ ନିଷ୍ପତ୍ତିରେ ଚିତ୍-ପଟାଙ୍ଗ ସମଗ୍ର ବିରୋଧୀ ! || The entire opposition is shocked by a single Supreme Court decision!