ରାଜନୀତିରେ ଅହଂକାରର ବିନାଶ: DMK ଏବଂ AIADMK ପତନର ଭିତର କାହାଣୀ! || The destruction of ego in politics: The inside story of the fall of DMK and AIADMK!

ସାଧାରଣ ଜୀବନ ହେଉ, ପ୍ରଶାସନ ହେଉ କିମ୍ବା ରାଜନୀତି— ‘ଅହଂକାର’ ବା ‘ଇଗୋ’ ହେଉଛି ଏମିତି ଏକ ରାକ୍ଷସ, ଯିଏ ସବୁଠାରୁ ପ୍ରଥମେ ସେହି ବ୍ୟକ୍ତିକୁ ହିଁ ଗ୍ରାସ କରିଥାଏ, ଯାହା ଭିତରେ ଏହା ଜନ୍ମ ନେଇଥାଏ। ବ୍ୟକ୍ତିଗତ ଜୀବନରେ ଯଦି କାହା ପାଖରେ ଅହଂକାର ଆସେ, ତେବେ ତାହା ଗୋଟିଏ ବ୍ୟକ୍ତି ବା ଗୋଟିଏ ପରିବାର ମଧ୍ୟରେ ସୀମିତ ରହିଯାଏ। କିନ୍ତୁ ଯେତେବେଳେ ଏହି ଅହଂକାର କୌଣସି ରାଜନୈତିକ ଦଳ କିମ୍ବା ଶାସନ ଗାଦିରେ ବସିଥିବା … Continue reading ରାଜନୀତିରେ ଅହଂକାରର ବିନାଶ: DMK ଏବଂ AIADMK ପତନର ଭିତର କାହାଣୀ! || The destruction of ego in politics: The inside story of the fall of DMK and AIADMK!