ଅକ୍ସିଟୋସିନ୍ ଇଞ୍ଜେକ୍ସନକୁ ନେଇ ଜ୍ୟାକସନ୍ ଲାବୋରେଟୋରିଜ୍‌ର ଲାଇସେନ୍ସ ରଦ୍ଦ କଲା କେନ୍ଦ୍ର , କିନ୍ତୁ କାହିଁକି ? || The Center revoked Jackson Laboratories’ license for oxytocin injections, but why?

ଔଷଧ ପ୍ରସ୍ତୁତି କ୍ଷେତ୍ରରେ ନିୟମର ଉଲ୍ଲଂଘନ ଏବଂ ନିମ୍ନମାନର ଔଷଧ ଉତ୍ପାଦନକୁ ନେଇ ଭାରତୀୟ ଫାର୍ମାସ୍ୟୁଟିକାଲ୍ ସେକ୍ଟରରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିବାଦୀୟ ‘ଅକ୍ସିଟୋସିନ୍ ଇଞ୍ଜେକ୍ସନ’ (Oxytocin Injection) ଉତ୍ପାଦନ ମାମଲାରେ ପ୍ରମୁଖ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ‘ଜ୍ୟାକସନ୍ ଲାବୋରେଟୋରିଜ୍’ (Jackson Laboratories) ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାର ଲାଇସେନ୍ସ ବାତିଲ୍ କରିଦିଆଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ (WHO) ମଧ୍ୟ ଗମ୍ଭୀରତା ପ୍ରକାଶ କରି ଏ … Continue reading ଅକ୍ସିଟୋସିନ୍ ଇଞ୍ଜେକ୍ସନକୁ ନେଇ ଜ୍ୟାକସନ୍ ଲାବୋରେଟୋରିଜ୍‌ର ଲାଇସେନ୍ସ ରଦ୍ଦ କଲା କେନ୍ଦ୍ର , କିନ୍ତୁ କାହିଁକି ? || The Center revoked Jackson Laboratories’ license for oxytocin injections, but why?