ମୁସଲିମ୍ ଭୋଟ୍‌ର ଗଣିତ ଓ ମମତାଙ୍କ ମାଷ୍ଟରଷ୍ଟ୍ରୋକ୍ || The arithmetic of Muslim votes and Mamata’s masterstroke

ଭାରତୀୟ ରାଜନୀତିରେ ପଶ୍ଚିମବଙ୍ଗ ସବୁବେଳେ ଏକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇ ରହିଆସିଛି। ଆଉ ଯେତେବେଳେ ପଶ୍ଚିମବଙ୍ଗ ନିର୍ବାଚନ କଥା ଉଠେ, ସେତେବେଳେ ଗୋଟିଏ ଶବ୍ଦ ସବୁଠାରୁ ଅଧିକ ଶୁଣିବାକୁ ମିଳେ – ତାହା ହେଉଛି ‘ମୁସଲିମ୍ ଫ୍ୟାକ୍ଟର’। କେମିତି ମମତା ବାନାର୍ଜୀଙ୍କ ପାଇଁ ଏହି ମୁସଲିମ୍ ଭୋଟ୍ ବ୍ୟାଙ୍କ ଏକ ଅଜୟ ଦୁର୍ଗ ପାଲଟିଛି। କାହିଁକି ବିଜେପି ଏତେ ଚେଷ୍ଟା ପରେ ବି ଏହି କାନ୍ଥକୁ ଭାଙ୍ଗି ପାରୁନାହିଁ? ୭୦ ପ୍ରତିଶତ ହିନ୍ଦୁ ଭୋଟ୍‌ର ଥାଇ ମଧ୍ୟ … Continue reading ମୁସଲିମ୍ ଭୋଟ୍‌ର ଗଣିତ ଓ ମମତାଙ୍କ ମାଷ୍ଟରଷ୍ଟ୍ରୋକ୍ || The arithmetic of Muslim votes and Mamata’s masterstroke