ସବୁ ନେଇଗଲେ ତାମିଲ ଦମ୍ପତ୍ତି! || Tamil couple took everything!

ଓଡ଼ିଶା ରାଜନୀତିରୁ ସବୁଠାରୁ ବଡ଼ ଏବଂ ସେନ୍ସେସନାଲ୍ ଖବର ଏବେ ସାମ୍ନାକୁ ଆସୁଛି। ଯେଉଁ ଭୟ, ଯେଉଁ ଆଶଙ୍କା ଦୀର୍ଘ ଦିନ ହେଲା ଓଡ଼ିଶାବାସୀ ଏବଂ ବିଜେଡିର ଅନେକ ସିନିୟର ନେତାଙ୍କ ମନରେ ଲାଗି ରହିଥିଲା, ଶେଷରେ ସେଇଆ ହିଁ ହେଲା। ଆଜି ଆଞ୍ଚଳିକ ଦଳ ବିଜୁ ଜନତା ଦଳର ଭବିଷ୍ୟତକୁ ନେଇ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଶ୍ନ ଉଠୁଛି— ବିଜେଡି ଦଳ, ତା’ର ସମ୍ପତ୍ତି, ଶଙ୍ଖ ଭବନ ଏବଂ ନବୀନ ବାବୁଙ୍କ ବ୍ୟକ୍ତିଗତ … Continue reading ସବୁ ନେଇଗଲେ ତାମିଲ ଦମ୍ପତ୍ତି! || Tamil couple took everything!