ଟି-୨୦ ବିଶ୍ୱକପ ,ଏହି କାରଣ ଯୋଗୁଁ ବୁମରା ଖେଳିବେନି ମ୍ୟାଚ୍ ।। T20WorldCup
ଆଜିଠାରୁ ଟି–୨୦ ବିଶ୍ୱକପର ରୋମାଞ୍ଚକର ଯାତ୍ରା ଆରମ୍ଭ ହେଉଛି। ପ୍ରଥମ ଦିନରେ ଭାରତୀୟ ଦଳ ମୁମ୍ବାଇର ପ୍ରସିଦ୍ଧ ଓ୍ୱାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା (ୟୁଏସଏ) ସହ ମୁକାବିଲା କରିବ। ଘରୋଇ ମାଟିରେ ଖେଳୁଥିବାରୁ ଭାରତୀୟ ଦଳ ଉପରେ ଦେଶବାସୀଙ୍କ ଆଶା ଅଧିକ ରହିଛି। କିନ୍ତୁ ଏହି ମ୍ୟାଚ ପୂର୍ବରୁ ଭାରତୀୟ ଶିବିରରୁ ଆସିଥିବା କିଛି ଖବର ଚର୍ଚ୍ଚାର ବିଷୟ ହୋଇଉଠିଛି। ଭାରତର ଦ୍ରୁତ ବୋଲର ଏବଂ ମୁଖ୍ୟ ଆକ୍ରମଣକାରୀ ଯଶପ୍ରୀତ ବୁମରା ଏହି ମ୍ୟାଚରେ ଖେଳିବେ ନାହିଁ। ଜ୍ୱରରେ … Continue reading ଟି-୨୦ ବିଶ୍ୱକପ ,ଏହି କାରଣ ଯୋଗୁଁ ବୁମରା ଖେଳିବେନି ମ୍ୟାଚ୍ ।। T20WorldCup
Copy and paste this URL into your WordPress site to embed
Copy and paste this code into your site to embed