ଆତ୍ମସମର୍ପଣ କର ନଚେତ୍ ତୁମେ ଛଡ଼ାଯିବ ନାହିଁ ; ଟିଏମସି ଗୁଣ୍ଡାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶେଷ ଚେତାବନୀ || Surrender or you won’t be spared: PM’s last warning to ‘TMC goons, syndicates’

ଦୁର୍ନୀତି ଅଭିଯୋଗ ନେଇ ରବିବାର ତୃଣମୂଳ କଂଗ୍ରେସ (ଟିଏମସି) ଉପରେ ତୀବ୍ର ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ “ଗୁଣ୍ଡା ଏବଂ ଲୋକାଲ୍ ଗ୍ୟାଙ୍ଗ” ମାନଙ୍କ ପାଇଁ “ଶେଷ ସୁଯୋଗ” କହି ବଜାଇଛନ୍ତି ସତର୍କ ଘଣ୍ଟି । ବିଷ୍ଣୁପୁରରେ ବିଜେପିର ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ମୋଦୀ କହିଛନ୍ତି, “ମୁଁ ସମସ୍ତ ଟିଏମସି ଗୁଣ୍ଡା, ସିଣ୍ଡିକେଟ୍ ଏବଂ ଦୁର୍ନୀତିଗ୍ରସ୍ତ ଥିବା ଲୋକ ମାନଙ୍କୁ ଶେଷ ସୁଯୋଗ ଦେଉଛି … Continue reading ଆତ୍ମସମର୍ପଣ କର ନଚେତ୍ ତୁମେ ଛଡ଼ାଯିବ ନାହିଁ ; ଟିଏମସି ଗୁଣ୍ଡାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶେଷ ଚେତାବନୀ || Surrender or you won’t be spared: PM’s last warning to ‘TMC goons, syndicates’