ପୋଲିସ ସୁଧାର, ରାଜ୍ୟ ସରକାରଙ୍କ ଅସହଯୋଗ ଓ ଆଇନର ଆଧିପତ୍ୟ ଉପରେ ଏକ କଠୋର ସନ୍ଦେଶ, ଭାରତୀୟ ପ୍ରଶାସନିକ ବ୍ୟବସ୍ଥାରେ କେତେକ ପଦବୀ ଏମିତି ଅଛି, ଯାହା କେବଳ ଦରମା ବା ରାଜକୀୟ ମର୍ଯ୍ୟାଦାର ପ୍ରତୀକ ନୁହେଁ, ବରଂ ରାଜ୍ୟର ଆଇନ–ଶୃଙ୍ଖଳା, ନାଗରିକଙ୍କ ସୁରକ୍ଷା ଓ ଗଣତନ୍ତ୍ରର ଭରସା ସହ ଗଭୀରଭାବେ ଜଡ଼ିତ। ରାଜ୍ୟ ପୋଲିସର ମୁଖ୍ୟ—ଡାଇରେକ୍ଟର୍ ଜେନେରାଲ୍ ଅଫ୍ ପୋଲିସ (ଡିଜିପି)—ସେଇ ପଦବୀମାନଙ୍କ ମଧ୍ୟରେ ଗୋଟିଏ। ଏହି ପଦବୀକୁ ‘ଆକ୍ଟିଂ’ ବା ‘ଭାରପ୍ରାପ୍ତ’ ଭାବେ ଦୀର୍ଘ … Continue reading ‘ଆକ୍ଟିଂ ଡିଜିପି’ ସଂସ୍କୃତିକୁ ନିନ୍ଦା କଲେ ସର୍ବୋଚ୍ଚ ନ୍ୟାୟାଳୟ || Supreme Court condemns ‘acting DGP’ culture
Copy and paste this URL into your WordPress site to embed
Copy and paste this code into your site to embed