ଆଉ ଏମିତି କରିପାରିବନି ପୋଲିସ , କୋର୍ଟ ଛଡ଼ାଇନେଲେ କ୍ଷମତା ।। Supreme court

ସାତ ବର୍ଷ ପର୍ଯ୍ୟନ୍ତ ଶାସ୍ତି ଯୋଗ୍ୟ ଅପରାଧରେ ଅଗ୍ରିମ ସୂଚନାକୁ ବାଧ୍ୟତାମୂଳକ କରି ସୁପ୍ରିମ୍ କୋର୍ଟ ଦେଲେ କ’ଣ ସନ୍ଦେଶ ? ଆଇନ, ଭୟ ଓ ସ୍ୱାଧୀନତାର ସୀମାରେ ଦାଉ । ଭାରତର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ “ଗିରଫ” ଶବ୍ଦଟି କେବଳ ଏକ ପ୍ରକ୍ରିୟା ନୁହେଁ — ଏହା ଭୟ, ଅପମାନ, ସାମାଜିକ ଲାଞ୍ଛନା ଓ ଅନେକ ସମୟରେ ଅନାବଶ୍ୟକ  ପର୍ଯ୍ୟାୟ ହୋଇ ଉଠିଛି । ଏହି ପରିପ୍ରେକ୍ଷିତରେ ସାତ ବର୍ଷ ପର୍ଯ୍ୟନ୍ତ ଶାସ୍ତିଯୋଗ୍ୟ ଅପରାଧରେ ଗିରଫ … Continue reading ଆଉ ଏମିତି କରିପାରିବନି ପୋଲିସ , କୋର୍ଟ ଛଡ଼ାଇନେଲେ କ୍ଷମତା ।। Supreme court