ସୁଜାତାଙ୍କ ଏଣ୍ଟ୍ରି: ବିଜେଡିରେ ନୂଆ ଅଧ୍ୟାୟ ନା ନୂଆ ବିବାଦ? || Sujatha’s entry: New chapter or new controversy in BJD?

ଓଡ଼ିଶା ରାଜନୀତିରେ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛନ୍ତି ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ। ଚର୍ଚ୍ଚା ହେଉଛି ଯେ, ସେ ଆସନ୍ତାକାଲି ବିଜୁ ଜନତା ଦଳରେ ଔପଚାରିକ ଭାବେ ଯୋଗ ଦେଇପାରନ୍ତି। ଯଦି ଏହା ସତ ହୁଏ, ତେବେ କେବଳ ଗୋଟିଏ ନେତ୍ରୀଙ୍କ ଦଳରେ ପ୍ରବେଶ ନୁହେଁ, ବରଂ ବିଜେଡିର ଆଗାମୀ ରାଜନୀତିକ ଦିଗକୁ ନେଇ ବଡ଼ ଚର୍ଚ୍ଚାର ଦ୍ୱାର ଖୋଲିଦେବ। ଆଜି ନବୀନ ନିବାସରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ଚର୍ଚ୍ଚା … Continue reading ସୁଜାତାଙ୍କ ଏଣ୍ଟ୍ରି: ବିଜେଡିରେ ନୂଆ ଅଧ୍ୟାୟ ନା ନୂଆ ବିବାଦ? || Sujatha’s entry: New chapter or new controversy in BJD?