ସୁଜାତାଙ୍କ ଅଭିଯୋଗ ଓ ବାସ୍ତବତା || Sujata’s Allegations and the Reality
ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନ ଏମଏମଡିଆର ସଂଶୋଧିତ ଆଇନକୁ ନେଇ ଆଜି ସାମାଜିକ ଗଣମାଧ୍ୟମରେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। କିନ୍ତୁ ଏହି ସମାଲୋଚନାରେ ଅଭିଯୋଗ ଓ ବାସ୍ତବତା ଭିତରେ କେତେ ଫରକ ରହିଛି ତାହାକୁ ଆଜି ଡିକୋଡ୍ କରିବା। ରାଜ୍ୟର ଖଣି ସମ୍ପଦ, ଟ୍ୟାକ୍ସ ଏବଂ ରାଜ୍ୟର ଅଧିକାରକୁ ନେଇ ରାଜନୈତିକ କରିଡରରେ ପ୍ରତିଦିନ ନୂଆ ନୂଆ ତର୍କ ଦେଖିବାକୁ ମଳୁଛି। ଗତ କିଛିଦିନ ହେବ ୨୦୦୪ର ‘ଓରିସେଡ୍ ଆଇନ୍’ ଏବଂ ୨୦୨୬ର ଏମଏମଡିଆର … Continue reading ସୁଜାତାଙ୍କ ଅଭିଯୋଗ ଓ ବାସ୍ତବତା || Sujata’s Allegations and the Reality
Copy and paste this URL into your WordPress site to embed
Copy and paste this code into your site to embed