ଅସ୍ତିତ୍ୱ ବଞ୍ଚାଇବା ପାଇଁ ସଂଘର୍ଷ || Struggle for survival

ଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବ୍‌ରେ ଆଜି ବିରୋଧୀ ଦଳଗୁଡ଼ିକର ସବୁଠୁ ବଡ଼ ମେଣ୍ଟ ‘ଇଣ୍ଡିଆ ଆଲାଏନ୍ସ’ ବା ଇଣ୍ଡିଆ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । କିନ୍ତୁ କ’ଣ ରହିଛି ଏହି ବୈଠକ ପଛରେ ଥିବା ସେହି ଅସହଜ ସତ୍ୟ ଏବଂ ଭୟଙ୍କର ଅସ୍ଥିରତା ବିଷୟ , ଯାହା ଏବେ ବିରୋଧୀ ଶିବିରରେ ହଇଚଇ ସୃଷ୍ଟି କରିଛି ?   ଆଜିଠାରୁ ଠିକ୍ ୩ବର୍ଷ ପୂର୍ବେ, ଅର୍ଥାତ୍ ଜୁନ୍ ୨୦୨୩ରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ … Continue reading ଅସ୍ତିତ୍ୱ ବଞ୍ଚାଇବା ପାଇଁ ସଂଘର୍ଷ || Struggle for survival