କାଳିଆର ଧନ: ଏକ ଦିବ୍ୟ ଗାଥା || Sri Jagannath’s Treasure: A Divine Tale

ଶ୍ରୀକ୍ଷେତ୍ରର ବାଲୁକା ବେଳାଭୂମିରେ ସମୁଦ୍ରର ଗର୍ଜନ, ବଡ଼ଦାଣ୍ଡରେ ଭକ୍ତମାନଙ୍କର ‘ଜୟ ଜଗନ୍ନାଥ’ ଧ୍ୱନି ଏବଂ ନୀଳଚକ୍ରର ପବିତ୍ର ଛାୟା—ଏ ସବୁରି ଭିତରେ ଲୁଚି ରହିଛି ଏକ ଅସରନ୍ତି ରହସ୍ୟ, ଏକ ଅନନ୍ତ ଆଶ୍ଚର୍ଯ୍ୟ। ସେ ଆଶ୍ଚର୍ଯ୍ୟ ହେଉଛନ୍ତି ଆମର କାଳିଆ ଠାକୁର, ମହାପ୍ରଭୁ ଶ୍ରୀଜଗନ୍ନାଥ। ସାରା ବିଶ୍ୱର ନାଥ ସେ, କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବନାରେ ଯିଏ ସର୍ବସ୍ୱ। ହେଲେ ଯେତେବେଳେ ପ୍ରଶ୍ନ ଉଠେ—ଆମ କାଳିଆ କେତେ ଧନୀ? ଆମ ଜଗାର କେତେ ସମ୍ପତ୍ତି ଅଛି? ସେତେବେଳେ … Continue reading କାଳିଆର ଧନ: ଏକ ଦିବ୍ୟ ଗାଥା || Sri Jagannath’s Treasure: A Divine Tale