ଜାତୀୟ ପତାକାକୁ ପ୍ରଣାମ କରିବାକୁ କାହିଁକି ମନା କରିଥିଲେ ଗାନ୍ଧୀ: ଇତିହାସର କିଛି ଲୁଚି ରହିଥିବା ଅକୁହା ସତ୍ୟ || Some hidden truths of history

ଇତିହାସର ଦଲିଲ୍ ମୁତାବକ, ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନ ହେବାକୁ ଯାଉଥିଲା। ଦେଶରେ ଉତ୍ସାହର ମାହୋଲ ଥିଲା। କିନ୍ତୁ ସେହି ସମୟରେ ଭାରତର ଶେଷ ଭାଇସରୟ ଲର୍ଡ ମାଉଣ୍ଟବ୍ୟାଟେନ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରୁଥିଲେ। ମାଉଣ୍ଟବ୍ୟାଟେନ ଚାହୁଁଥିଲେ ଯେ, ଭାରତ ସ୍ୱାଧୀନ ହେବା ପରେ ମଧ୍ୟ ବ୍ରିଟିଶ୍ ଶାସନର ପ୍ରତୀକ ‘ଇଉନିୟନ୍ ଜ୍ୟାକ୍’ (Union Jack) ଏବଂ ଭାରତର ‘ତ୍ରିରଙ୍ଗା’ ପତାକା ଦୁଇଟିଯାକ ଏକାଠି ଉଡ଼ାଯାଉ। ମାଉଣ୍ଟବ୍ୟାଟେନ ସେତେବେଳର କଂଗ୍ରେସ ନେତା … Continue reading ଜାତୀୟ ପତାକାକୁ ପ୍ରଣାମ କରିବାକୁ କାହିଁକି ମନା କରିଥିଲେ ଗାନ୍ଧୀ: ଇତିହାସର କିଛି ଲୁଚି ରହିଥିବା ଅକୁହା ସତ୍ୟ || Some hidden truths of history