୫୭୯ କୋଟି ଟଙ୍କାର ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍ କରିଡର ପାଇଁ ଆରମ୍ଭ ହେଲା ମାଟି ପରୀକ୍ଷା, ଟ୍ରାଫିକ୍ ଆଡଭାଇଜରୀ ଜାରି || Soil testing begins for Rs 579 crore Jayadev Bihar-Nandankanan elevated corridor, traffic advisory issued

ରାଜଧାନୀ ଭୁବନେଶ୍ୱରର ସବୁଠାରୁ ବ୍ୟସ୍ତବହୁଳ ଜୟଦେବ ବିହାର-ନନ୍ଦନକାନନ ମୁଖ୍ୟ ରାସ୍ତାରେ ନିତିଦିନିଆ ଟ୍ରାଫିକ୍ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ରାଜ୍ୟ ସରକାରଙ୍କ ବହୁପ୍ରତୀକ୍ଷିତ ମେଗା ଏଲିଭେଟେଡ୍ କରିଡର ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ପ୍ରାୟ ୫୭୯ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ୯.୫ କିଲୋମିଟର ଦୀର୍ଘ ୮-ଲେନ୍ ବିଶିଷ୍ଟ ମେଗା କରିଡର ପାଇଁ ପ୍ରାଥମିକ ଜିଓଟେକ୍ନିକାଲ୍ ସର୍ଭେ ବା ମାଟି ପରୀକ୍ଷା କାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ନିର୍ମାଣକାରୀ … Continue reading ୫୭୯ କୋଟି ଟଙ୍କାର ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍ କରିଡର ପାଇଁ ଆରମ୍ଭ ହେଲା ମାଟି ପରୀକ୍ଷା, ଟ୍ରାଫିକ୍ ଆଡଭାଇଜରୀ ଜାରି || Soil testing begins for Rs 579 crore Jayadev Bihar-Nandankanan elevated corridor, traffic advisory issued