ସଫ୍ଟ ପାୱାର୍ ବନାମ ହାର୍ଡ ବର୍ଡର; ଭାରତ-ବାଂଲାଦେଶ ସମ୍ପର୍କର ଅସଲ ସତ୍ୟ! || Soft Power vs Hard Border; The Real Truth About India-Bangladesh Relations!

ଭାରତ ଏବଂ ବାଂଲାଦେଶ ସମ୍ପର୍କ ଏବେ ଏକ ବଡ଼ ଚ୍ୟାଲେଞ୍ଜ୍ ଦେଇ ଗତି କରୁଛି। ଗୋଟିଏ ପଟେ ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ଏବଂ ବାଣିଜ୍ୟିକ ସମ୍ପର୍କ ବା ‘ସଫ୍ଟ ପାୱାର’ (Soft Power) ର ଦୁହାଇ ଦିଆଯାଉଛି, କିନ୍ତୁ ଅନ୍ୟପଟେ ସୀମା ସୁରକ୍ଷାକୁ ନେଇ ସୃଷ୍ଟି ହୋଇଛି ଏକ ଶକ୍ତ ପ୍ରାଚୀର ବା ‘ହାର୍ଡ ବର୍ଡର’ (Hard Border)। ବର୍ତ୍ତମାନ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସୀମାନ୍ତ କଣ୍ଟାବାଡ଼ ନିର୍ମାଣକୁ ନେଇ କୂଟନୈତିକ ଉତ୍ତେଜନା ଚରମ … Continue reading ସଫ୍ଟ ପାୱାର୍ ବନାମ ହାର୍ଡ ବର୍ଡର; ଭାରତ-ବାଂଲାଦେଶ ସମ୍ପର୍କର ଅସଲ ସତ୍ୟ! || Soft Power vs Hard Border; The Real Truth About India-Bangladesh Relations!