ସୋସିଆଲ୍ ମିଡିଆ ବାଘୁଣୀ ସୁଜାତା! || Social Media Tiger Sujata!

ରାଜନୀତିରେ ଫେସବୁକ୍‌, ଇନଷ୍ଟାଗ୍ରାମ୍ ଆଉ ଏକ୍ସରେ ବାଘ ଭଳି ଗର୍ଜନ କରିବା ଯେତିକି ସହଜ, ରାଜରାସ୍ତାର ଖରା-କାଦୁଅରେ ଲୋକଙ୍କ ସାମ୍ନାରେ ଛିଡ଼ା ହେବା ସେତିକି କଷ୍ଟ। ଆଜି ଆମେ ଏମିତି ଏକ ରାଜନୈତିକ ଘଟଣାକ୍ରମକୁ ପୋଷ୍ଟମର୍ଟମ କରିବାକୁ ଯାଉଛୁ, ଯାହା ଏବେ ରାଜ୍ୟ ରାଜନୀତି ବିଶେଷ କରି ଶଙ୍ଖ ଭବନ ଭିତରେ ଚର୍ଚ୍ଚାର ସବୁଠୁ ବଡ଼ ବିଷୟ ପାଲଟିଛି। ପ୍ରଶ୍ନ ଉଠୁଛି— ସୁଜାତା ରାଉତ କାର୍ତ୍ତିକେୟନ କ’ଣ କେବଳ ସୋସିଆଲ୍ ମିଡିଆର ସୀମିତ ପରିସର ଭିତରେ ଜଣେ … Continue reading ସୋସିଆଲ୍ ମିଡିଆ ବାଘୁଣୀ ସୁଜାତା! || Social Media Tiger Sujata!