ସୋସିଆଲ ମିଡିଆର କାହାଣୀ ଏବେ ପ୍ରକୃତ ସତକୁ ଲୁଚାଇ ଦେଉଛି ! ଆଜିର ରାଜନୀତିରେ କାମ କରୁଛି ଗୁଜବ ଓ ମିଛ ଗପ ? || Social media stories are now hiding the real truth! Are rumors and lies working in today’s politics?

ସାମ୍ପ୍ରତିକ ଭାରତୀୟ ରାଜନୈତିକ ଏବଂ ସାମାଜିକ ଦୃଶ୍ୟପଟ୍ଟରେ ସତ୍ୟ ଓ ତଥ୍ୟ ଅପେକ୍ଷା ସୋସିଆଲ ମିଡିଆର ଆଖ୍ୟାନ ବା ‘ନରେଟିଭ୍’ ଅଧିକ ଶକ୍ତିଶାଳୀ ସାବ୍ୟସ୍ତ ହେଉଛି। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଗିରଫ ଆତଙ୍କବାଦୀ ଅଜମଲ କସାବ୍‌ଠାରୁ ଆରମ୍ଭ କରି ନିକଟରେ ଲଦାଖର ଅଧିକାର ପାଇଁ ଲଢ଼ୁଥିବା ପରିବେଶବିତ୍ ସୋନମ ୱାଙ୍ଗଚୁକ୍‌ଙ୍କ ସମ୍ପର୍କରେ ଚାଲିଥିବା ତର୍କବିତର୍କ ଏହାର ଜ୍ୱଳନ୍ତ ଉଦାହରଣ। ବର୍ତ୍ତମାନର ଗଣମାଧ୍ୟମ ଏବଂ ସୋସିଆଲ ମିଡିଆ ଯୁଗରେ କିଭଳି ବାସ୍ତବ ତଥ୍ୟକୁ ପଛରେ ପକାଇ କାଳ୍ପନିକ କାହାଣୀ, … Continue reading ସୋସିଆଲ ମିଡିଆର କାହାଣୀ ଏବେ ପ୍ରକୃତ ସତକୁ ଲୁଚାଇ ଦେଉଛି ! ଆଜିର ରାଜନୀତିରେ କାମ କରୁଛି ଗୁଜବ ଓ ମିଛ ଗପ ? || Social media stories are now hiding the real truth! Are rumors and lies working in today’s politics?