ପାଣ୍ଡିଆନ୍‍ଙ୍କ ନାଁରେ ଅପବାଦ!

୨୦୨୪ ନିର୍ବାଚନ ବିଜେଡି ହାରିବା ପରେ ବିବାଦ ଓ ଅପବାଦ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପିଛା ଛାଡ଼ୁନାହିଁ। ପୂର୍ବତନ ଆଇଏଏସ୍‍ ଅଧିକାରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ ଯେବେଠାରୁ ନବୀନଙ୍କୁ ଦିଲ୍ଲୀରୁ କୋଏମ୍ବାଟୁର ବୁଲାଇ ନେଇ ଫେରିଛନ୍ତି ଏହି ଚର୍ଚ୍ଚା ପୁଣି ଜୋର ଧରିଛି। ଏହି ଚର୍ଚ୍ଚାକୁ ଖୋରାକି ଦେଇଛି ସୁଜାତା ଆର କାର୍ତ୍ତିକେୟନଙ୍କ ଚାକିରି ଛାଡ଼ିବା ଘଟଣା। ଗୋଟିଏ ନିର୍ବାଚନ ଦୁଇଜଣ ଆଇଏଏସ୍‍ ଅଧିକାରୀଙ୍କ ଚାକିରି ଖାଇବା ଓଡ଼ିଶା ରାଜନୀତି ଓ ପ୍ରଶାସନ ପାଇଁ ସମ୍ପୂର୍ଣ୍ଣଭାବେ ଏକ … Continue reading ପାଣ୍ଡିଆନ୍‍ଙ୍କ ନାଁରେ ଅପବାଦ!