Samsung Galaxy F70e ।। ଏତେ କମ ଦାମରେ Samsung ଫୋନ ଆଜି ହଁ କିଣନ୍ତୁ

ସ୍ମାର୍ଟଫୋନ୍ ବଜାରରେ ନିଜର ଦମଦାର ପଦଚିହ୍ନ ରଖିଥିବା Samsung ଭାରତରେ ଏକ ନୂଆ 5G ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ଘୋଷଣା କରିଛି ଯେ, ଫେବୃଆରୀ ୯ ତାରିଖରେ Samsung Galaxy F70e 5G ଭାରତୀୟ ବଜାରରେ ଲଞ୍ଚ ହେବ। ଏହା Galaxy F70e ସିରିଜର ପ୍ରଥମ ସ୍ମାର୍ଟଫୋନ୍ ହେବ ଏବଂ ଏହାକୁ ବିଶେଷଭାବେ କମ୍ ବଜେଟ ଶ୍ରେଣୀରେ ଉପସ୍ଥାପନ କରାଯାଇଛି। Samsung କହିଛି ଯେ, ବର୍ତ୍ତମାନ ସମୟର ଯୁବପିଢ଼ିଙ୍କ ଆବଶ୍ୟକତାକୁ ନଜରରେ ରଖି … Continue reading Samsung Galaxy F70e ।। ଏତେ କମ ଦାମରେ Samsung ଫୋନ ଆଜି ହଁ କିଣନ୍ତୁ