କର୍ପୋରେଟ୍ ଦୁନିଆରେ ‘ଆସ୍ଥା’ର ବଳି: ଟିସିଏସ ପରେ ଲେନ୍ସକାର୍ଟ ବିବାଦ || Sacrifice of ‘trust’ in the corporate world: After TCS, Lenskart controversy

ହିଜାବ୍‌କୁ ଅନୁମତି, ବିନ୍ଦି-ତିଳକ ଉପରେ କଟକଣା: ଭାରତୀୟ ବଜାରରେ କାହିଁକି ଟାର୍ଗେଟ୍ ହେଉଛି ହିନ୍ଦୁ ପରିଚୟ? ଭାରତୀୟ କର୍ପୋରେଟ୍ ଜଗତରେ ଏବେ ଏକ ନୂଆ ପ୍ରକାରର ବିତର୍କ ମୁଣ୍ଡ ଟେକିଛି। ଏହା ବ୍ୟବସାୟ, ଲାଭ କିମ୍ବା କ୍ଷତିର ନୁହେଁ, ବରଂ ‘ପ୍ରଫେସନାଲିଜିମ୍’ ନାମରେ କର୍ମଚାରୀଙ୍କ ଧାର୍ମିକ ପରିଚୟକୁ ନିୟନ୍ତ୍ରଣ କରିବାର ଏକ ଅଦୃଶ୍ୟ ପ୍ରୟାସ। ଦେଶର ଅଗ୍ରଣୀ ଆଇ-ୱେୟାର ବ୍ରାଣ୍ଡ ‘ଲେନ୍ସକାର୍ଟ’ (Lenskart) ଏବେ ଏହି ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। କମ୍ପାନୀର ଏକ ଆଭ୍ୟନ୍ତରୀଣ ‘ଗ୍ରୁମିଂ ଗାଇଡଲାଇନ’ … Continue reading କର୍ପୋରେଟ୍ ଦୁନିଆରେ ‘ଆସ୍ଥା’ର ବଳି: ଟିସିଏସ ପରେ ଲେନ୍ସକାର୍ଟ ବିବାଦ || Sacrifice of ‘trust’ in the corporate world: After TCS, Lenskart controversy