ନୋଏଡା ବିମାନବନ୍ଦରରେ ରୁଷୀୟ ସେନା ବିମାନର ଅବତରଣ || Russian military aircraft lands at Noida airport

ସକାଳ ସାଢ଼େ ପାଞ୍ଚଟା। ଦିଲ୍ଲୀ ଏନସିଆରର ଆକାଶରେ ପ୍ରଚଣ୍ଡ ଶବ୍ଦ କରି ନୂଆକରି କାର୍ଯ୍ୟକ୍ଷମ ହୋଇଥିବା ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ବା ଜେୱାର ଏୟାରପୋର୍ଟର ରନୱେ ଉପରେ ଅବତରଣ କଲା ରୁଷୀୟ ବାୟୁସେନାର ବିଶାଳ ସାମରିକ ବିମାନ ଲ୍ୟୁସିନ-୨-୭୬। କେବଳ ଗୋଟିଏ ନୁହେଁ, ଗୋଟିଏ ପରେ ଗୋଟିଏ ତିନୋଟି ରୁଷୀୟ ସେନା ବିମାନ ଏଠାରେ ପହଞ୍ଚିଲା। ଏଥିରେ ଆସି ପହଞ୍ଚିଛନ୍ତି ମସ୍କୋରୁ ସିଧା ଉଡ଼ାଣ ଭରିଥିବା ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱତନ୍ତ୍ର ସୁରକ୍ଷା ବାହିନୀ, ବୈଷୟିକ … Continue reading ନୋଏଡା ବିମାନବନ୍ଦରରେ ରୁଷୀୟ ସେନା ବିମାନର ଅବତରଣ || Russian military aircraft lands at Noida airport