ପଶ୍ଚିମବଙ୍ଗରେ ଆର୍.ଏସ୍.ଏସ୍.ର ସାଇଲେଣ୍ଟ୍ ଅପରେସନ୍ || RSS’s silent operation in West Bengal

ପଶ୍ଚିମବଙ୍ଗ ; ଯେଉଁଠି ରାଜନୀତି କେବଳ ଭୋଟ୍ ନୁହେଁ, ବରଂ ଏକ ଆବେଗ। ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଚାଲିଥିବା ଲଢ଼େଇ ପଛରେ ଏକ ବଡ଼ ଶକ୍ତି କାମ କରୁଛି । ଯାହା ହେଉଛି ଆର୍.ଏସ୍.ଏସ୍. ବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ । ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଆଗାମୀ ନିର୍ବାଚନ ପୂର୍ବରୁ ଆର୍.ଏସ୍.ଏସ୍. ବଙ୍ଗଳାର କୋଣ ଅନୁକୋଣରେ ନିଜର ଜାଲ ବିଛାଇବା ଆରମ୍ଭ କରିଦେଇଛି। କୌଣସି ବଡ଼ ସଭା ନୁହେଁ, ବରଂ … Continue reading ପଶ୍ଚିମବଙ୍ଗରେ ଆର୍.ଏସ୍.ଏସ୍.ର ସାଇଲେଣ୍ଟ୍ ଅପରେସନ୍ || RSS’s silent operation in West Bengal