RSS’s Mission West Bengal! ।। ଆରଏସଏସର ମିଶନ ପଶ୍ଚିମବଙ୍ଗ !

ପଶ୍ଚିମବଙ୍ଗ ଭାରତର ରାଜନୀତିରେ ସବୁବେଳେ ଏକ ଭିନ୍ନ ଧାରାର ପରିଚୟ ରଖିଆସିଛି । ବାମ ରାଜନୀତିର ଦୀର୍ଘ ଶାସନ ତା’ପରେ ତୃଣମୂଳ କଂଗ୍ରେସର ଉଦୟ ଏବଂ ଏବେ ଭାରତୀୟ ଜନତା ପାର୍ଟିଙ୍କ ଆକ୍ରମଣାତ୍ମକ ପ୍ରବେଶ—ଏହା ସବୁ ମିଶି ବଙ୍ଗଳାକୁ ଏକ ଉଚ୍ଚ ଭୋଲଟେଜ୍ ରାଜନୈତିକ ରଣଭୂମିରେ ପରିଣତ କରିଛି । ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ରଣଭୂମିରେ ସବୁଠାରୁ ସକ୍ରିୟ ଓ ଶାନ୍ତ ଭାବରେ କାମ କରୁଥିବା ଶକ୍ତି ହେଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ । … Continue reading RSS’s Mission West Bengal! ।। ଆରଏସଏସର ମିଶନ ପଶ୍ଚିମବଙ୍ଗ !