ଆରଜି କର ମାମଲାରେ ସିବିଆଇର ଆବେଦନକୁ ଗ୍ରହଣ କଲେ କୋର୍ଟ

RG Kar case: ଆରଜି କର ଦୁଷ୍କର୍ମ ମାମଲାରେ ଦୋଷୀ ସଞ୍ଜୟ ରାୟଙ୍କୁ ନିମ୍ନ ଅଦାଲତ ଦେଇଥିବା ଆଜୀବନ କାରାଦଣ୍ଡକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗ ସରକାରଙ୍କ ଆବେଦନକୁ ଶୁକ୍ରବାର କଲିକତା ହାଇକୋର୍ଟ ଖାରଜ କରିଦେଇଛନ୍ତି। ଉଭୟ ସିବିଆଇ ଓ ବେଙ୍ଗଲ ସରକାର କଲିକତା ହାଇକୋର୍ଟରେ ରୟଙ୍କୁ ଫାଶୀ ଦଣ୍ଡାଦେଶ ଦେବା ପାଇଁ ଆବେଦନ କରିଥିଲେ। ଜଷ୍ଟିସ୍ ଦେବାଂଶୁ ବାସାକ ଓ ଜଷ୍ଟିସ୍ ସବ୍ବର ରସିଦିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ସିବିଆଇ ତଦନ୍ତ କରିଥିବାରୁ ଏହାର ଆବେଦନକୁ … Continue reading ଆରଜି କର ମାମଲାରେ ସିବିଆଇର ଆବେଦନକୁ ଗ୍ରହଣ କଲେ କୋର୍ଟ