ପଦୋନ୍ନତିରେ ସଂରକ୍ଷଣ: ସୁପ୍ରିମକୋର୍ଟ ସର୍ତ୍ତାବଳୀକୁ ଲାଗୁ କଲେ ରାଜ୍ୟ ସରକାର; ସଂଗ୍ରହ ହେବ କ୍ୟାଡର ଭିତ୍ତିକ ତଥ୍ୟ

Reservation: ପଦୋନ୍ନତିରେ ସଂରକ୍ଷଣ କ୍ଷେତ୍ରରେ ସୁପ୍ରିମକୋର୍ଟ ଜାରି କରିଥିବା ସର୍ତ୍ତାବଳୀକୁ ରାଜ୍ୟ ସରକାର ଲାଗୁ କରିଛନ୍ତି। ତଦନୁଯାୟୀ ଏଣିକି ପ୍ରତି ସେବା ବର୍ଗରେ ତଫସିଲଭୁକ୍ତ ଜାତି ଓ ଜନଜାତିର କର୍ମଚାରୀଙ୍କ ଆନୁପାତିକ ହାରରେ ସଂଖ୍ୟା ରହିଛି କି ନାହିଁ ସେ ସଂକ୍ରାନ୍ତୀୟ ତଥ୍ୟ ସର୍ବେକ୍ଷଣ କରି ହସ୍ତଗତ ହେଲାପରେ ଉକ୍ତ ସେବା ବର୍ଗରେ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ଆଇନ୍‍ ଲାଗୁ ହେବ କି ନାହିଁ ତାହା ସ୍ଥିର କରାଯିବ। ଚଳିତବର୍ଷ ଫେବୃୟାରୀ ୨୭ ତାରିଖରେ ରାଜ୍ୟ ଅନୁସୂଚିତ … Continue reading ପଦୋନ୍ନତିରେ ସଂରକ୍ଷଣ: ସୁପ୍ରିମକୋର୍ଟ ସର୍ତ୍ତାବଳୀକୁ ଲାଗୁ କଲେ ରାଜ୍ୟ ସରକାର; ସଂଗ୍ରହ ହେବ କ୍ୟାଡର ଭିତ୍ତିକ ତଥ୍ୟ