୧୨୫ ଟଙ୍କାରୁ ବି କମ୍ Jioର ଶସ୍ତା ପ୍ଲାନ୍, ଜାଣନ୍ତୁ ।। Reliance Jio
ଆଜିକାଲି ମୋବାଇଲ୍ ରିଚାର୍ଜ ଦର ବଢ଼ିଥିବା ବେଳେ ଗ୍ରାହକମାନେ କମ୍ ମୂଲ୍ୟରେ ଭଲ ସୁବିଧା ଥିବା ପ୍ଲାନ୍ ଖୋଜୁଛନ୍ତି। ଏହି ପରିସ୍ଥିତିରେ Reliance Jioର ୧୨୩ ଟଙ୍କାର ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ଏକ ଭଲ ବଜେଟ୍ ଅପ୍ସନ୍ ଭାବେ ସାମ୍ନାକୁ ଆସିଛି । ତେବେ ଏହି ପ୍ଲାନ୍ ସମ୍ପର୍କରେ ଅନେକ ଲୋକ ଜାଣିନଥାନ୍ତି, କାରଣ ଏହା ସାଧାରଣ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ନୁହେଁ। Jioର ୧୨୩ ଟଙ୍କାର ପ୍ଲାନ୍ ୨୮ ଦିନର ଭାଲିଡିଟି ସହିତ ଆସେ। ଏହାର … Continue reading ୧୨୫ ଟଙ୍କାରୁ ବି କମ୍ Jioର ଶସ୍ତା ପ୍ଲାନ୍, ଜାଣନ୍ତୁ ।। Reliance Jio
Copy and paste this URL into your WordPress site to embed
Copy and paste this code into your site to embed