୨୦୨୫ରେ ରେକର୍ଡ ୨୦,୧୩୮ ଅଙ୍ଗ ପ୍ରତ୍ୟାରୋପଣ, ୫ ଲକ୍ଷରୁ ଅଧିକ ନାଗରିକ ନେଲେ ମହାଦାନର ଶପଥ || Record 20,138 organ transplants in 2025, more than 5 lakh citizens pledge to donate

ଦେଶରେ ଅଙ୍ଗଦାନକୁ ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଉଥିବା ବେଳେ ୨୦୨୫ ମସିହାରେ ଭାରତରେ ସର୍ବାଧିକ ୨୦,୧୩୮ଟି ଅଙ୍ଗ ପ୍ରତ୍ୟାରୋପଣ କରାଯାଇ ଏକ ନୂଆ କୀର୍ତ୍ତିମାନ ସୃଷ୍ଟି ହୋଇଛି। ୧୬ଶ ‘ଭାରତୀୟ ଅଙ୍ଗଦାନ ଦିବସ’ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୨୦୨୩ରେ ଜାତୀୟ ଡିଜିଟାଲ୍ ପୋର୍ଟାଲ୍ ଶୁଭାରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷରୁ ଅଧିକ ନାଗରିକ ଆଧାର-ସତ୍ୟାପିତ … Continue reading ୨୦୨୫ରେ ରେକର୍ଡ ୨୦,୧୩୮ ଅଙ୍ଗ ପ୍ରତ୍ୟାରୋପଣ, ୫ ଲକ୍ଷରୁ ଅଧିକ ନାଗରିକ ନେଲେ ମହାଦାନର ଶପଥ || Record 20,138 organ transplants in 2025, more than 5 lakh citizens pledge to donate