ରାହୁଲ ଦେଖୁଛନ୍ତି ଏକ ନୂଆ ସ୍ୱପ୍ନ! || Rahul is dreaming of a new dream!

ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳ କଂଗ୍ରେସର ସାରଥି ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବିଷୟରେ। ବେଳେବେଳେ ମନେହୁଏ, ବିଚରା ରାହୁଲ ଗାନ୍ଧିଙ୍କ ପୁରା ଜୀବନଟା ଯେମିତି କେବଳ ସ୍ୱପ୍ନ ଦେଖିବାରେ ହିଁ କଟିଯିବ। ବାଲ୍ୟକାଳରୁ ହିଁ ତାଙ୍କ ଆଖିରେ ସ୍ୱପ୍ନ ରୋପଣ କରାଯାଇଥିଲା। ପ୍ରଥମେ ତାଙ୍କ ଜେଜେମା’ ଇନ୍ଦିରା ଗାନ୍ଧି ସ୍ୱପ୍ନ ଦେଖିଥିଲେ ଯେ ମୋ ନାତି ଦିନେ ଦେଶର ପ୍ରଧାନମନ୍ତ୍ରୀ ହେବ। ତା’ ପରେ ପିତା ରାଜୀବ ଗାନ୍ଧି ଏବଂ … Continue reading ରାହୁଲ ଦେଖୁଛନ୍ତି ଏକ ନୂଆ ସ୍ୱପ୍ନ! || Rahul is dreaming of a new dream!