ପଶ୍ଚିମବଙ୍ଗର ନିର୍ବାଚନ ମଇଦାନ ଏବେ ସରଗରମ। କିନ୍ତୁ ଏହି ନିର୍ବାଚନୀ ତାତି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ବାର୍ତ୍ତା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ରାହୁଲ କହିଛନ୍ତି— “ବିଜେପିକୁ କେବଳ କଂଗ୍ରେସ ହିଁ ରୋକିପାରିବ”। ଶୁଣିବାକୁ କଥାଟି ବେଶ୍ ଆକର୍ଷଣୀୟ, କିନ୍ତୁ ବାସ୍ତବତା କ’ଣ? ଯେଉଁ ରାଜ୍ୟରେ କଂଗ୍ରେସର ସଂଗଠନ ଆଇସିୟୁରେ ଅଛି, ଯେଉଁଠି ଦଳର ବିଧାୟକ ସଂଖ୍ୟା ଶୂନ, ସେଠାରେ ଠିଆ ହୋଇ ଏଭଳି ଦାବି କରିବା କ’ଣ କେବଳ … Continue reading ରାହୁଲ ଗାନ୍ଧୀଙ୍କ ବୟାନ ଓ କଂଗ୍ରେସର ଅସ୍ତିତ୍ୱ ଉପରେ ପ୍ରଶ୍ନବାଚୀ || Rahul Gandhi’s statement and questioning the existence of Congress
Copy and paste this URL into your WordPress site to embed
Copy and paste this code into your site to embed