Rahul, afflicted by an inferiority complex II ହୀନମନ୍ୟତା ରୋଗଗ୍ରସ୍ତ ରାହୁଲ

ଭାରତୀୟ ରାଜନୀତିରେ ଏବେ ଏକ ନୂଆ ବିତର୍କ ଆରମ୍ଭ ହୋଇଛି । ଗୋଟିଏ ପଟେ କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ । ରାହୁଲ ଗାନ୍ଧୀ ଚାହୁଁଛନ୍ତି ମୋଦୀଙ୍କ ସହ ସିଧାସଳଖ ଖୋଲା ମଞ୍ଚରେ ବିତର୍କ ହେଉ । ଦେଶର ଗଣମାଧ୍ୟମ, ଯୁବପିଢ଼ି ଓ ସାଧାରଣ ଲୋକଙ୍କ ସାମ୍ନାରେ ଦୁଇ ନେତା ମୁହାଁମୁହିଁ ହୁଅନ୍ତୁ । କିନ୍ତୁ ଅମିତ … Continue reading Rahul, afflicted by an inferiority complex II ହୀନମନ୍ୟତା ରୋଗଗ୍ରସ୍ତ ରାହୁଲ