Political gossip, truth and history ।। ଗପ, ସତ ଓ ଇତିହାସ
ରାଜନୀତିରେ ତାରିଖ କେବେ କେବେ ଇତିହାସ ହୋଇଯାଏ। ୨୦୨୩ ଅଗଷ୍ଟ ୫- ଏଭଳି ଗୋଟିଏ ତାରିଖ। ଭୁବନେଶ୍ୱରର ତାରକା ହୋଟେଲ ମେ’ ଫେୟାରରେ ସେହି ସକାଳର ପ୍ରାତଃ ଜଳଖିଆ କେବଳ ଔପଚାରିକ ନ ଥିଲା। ସେଠାରେ ଓଡ଼ିଶାର ଦୀର୍ଘ ୨୪ ବର୍ଷର ଶାସନର ଧାରାରେ ପ୍ରଥମ ଥର ପାଇଁ ଭାଙ୍ଗିବାର ମଞ୍ଜି ପୋତାଯାଇଥିଲା- ଏମିତି ଅଭିଯୋଗ ଆଜି ରାଜନୀତିକ ମହଲରେ ଘୁରି ବୁଲୁଛି। ସେହି ସକାଳେ ମେ’ ଫେୟାର ହୋଟେଲରେ ଯାହା ଘଟିଥିଲା-ତାହାକୁ କେହି କେହି ‘ବ୍ରେକ୍ଫାଷ୍ଟ … Continue reading Political gossip, truth and history ।। ଗପ, ସତ ଓ ଇତିହାସ
Copy and paste this URL into your WordPress site to embed
Copy and paste this code into your site to embed