Police conduct massive raids in Puri ।। ପୁରୀରେ ପୋଲିସର ବଡ଼ ଧରଣର ଚଢ଼ଉ, ବେଳାଭୂମିର ସମସ୍ତ ଟୁର୍ ….

ପର୍ଯ୍ୟଟନ ନଗରୀ ପୁରୀରେ ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଚଢ଼ଉ କରାଯାଇଛି । ବିଶେଷକରି ବେଳାଭୂମି ଅଞ୍ଚଳରେ ଚାଲୁଥିବା ସମସ୍ତ ଟୁର ଓ ଟ୍ରାଭେଲ କାର୍ଯ୍ୟାଳୟ ଉପରେ ବିଚ୍ ପୋଲିସ ଦ୍ୱାରା ଆକସ୍ମିକ ଚଢ଼ଉ କରାଯାଇଛି । ପର୍ଯ୍ୟଟକଙ୍କୁ ଠକେଇ ଅବୈଧ ବ୍ୟବସାୟ ଏବଂ ସରକାରୀ ନିୟମ ଉଲ୍ଲଂଘନ ଅଭିଯୋଗ ବଢ଼ିବା ପରେ ପୋଲିସ ଏହି କଡ଼ା ପଦକ୍ଷେପ ନେଇଛି । ପୋଲିସ ତଦନ୍ତର ମୂଖ୍ୟ ଉଦ୍ଦେଶ୍ୟ ହେଉଛି—ପୁରୀ ବେଳାଭୂମି ନିକଟରେ ଟୁର ଓ ଟ୍ରାଭେଲ … Continue reading Police conduct massive raids in Puri ।। ପୁରୀରେ ପୋଲିସର ବଡ଼ ଧରଣର ଚଢ଼ଉ, ବେଳାଭୂମିର ସମସ୍ତ ଟୁର୍ ….