Petrol Diesel Price Today।। କମିଲା ତେଲ ରେଟ୍, ଓଡ଼ିଶାରେ ଲିଟର ପିଛା କେତେ ?
ଦେଶରେ ପ୍ରତ୍ୟେକ ଦିନ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରାଯାଉଛି। ତୈଳ କମ୍ପାନୀମାନେ ପ୍ରତିଦିନ ସକାଳ ୬ଟାରେ ନୂଆ ଦର ପ୍ରକାଶ କରୁଥିବା ବେଳେ, ଆଜି ମଧ୍ୟ ଦେଶର ବିଭିନ୍ନ ସହରରେ ପେଟ୍ରୋଲ ଓ ଡିଜେଲ ଦରରେ କେଉଁଠି ସ୍ଥିରତା ତ କେଉଁଠି ସାନ୍ନା ପରିବର୍ତ୍ତନ ଦେଖାଯାଇଛି। ବିଶେଷକରି ଓଡ଼ିଶାରେ ଆଜି ତେଲ ଦରରେ ହ୍ରାସ ଦେଖାଦେଇଛି, ଯାହା ସାଧାରଣ ଲୋକଙ୍କ ପାଇଁ କିଛି ରିହାତି ଆଣିଛି। ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲର … Continue reading Petrol Diesel Price Today।। କମିଲା ତେଲ ରେଟ୍, ଓଡ଼ିଶାରେ ଲିଟର ପିଛା କେତେ ?
Copy and paste this URL into your WordPress site to embed
Copy and paste this code into your site to embed